ପାକିସ୍ତାନକୁ ରାଜନାଥଙ୍କ ଚେତାବନୀ, ଏଣିକି ପିଓକେ ପାଇଁ କଥାବାର୍ତ୍ତା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ବିବ୍ରତ ପାକିସ୍ତାନ ଭାରତ ବିରୋଧରେ ବିଷୋଦ୍‌ଗାର ଜାରି ରଖିଥିବା ବେଳେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକ୍‌କୁ କଡ଼ା ଚେତାବନୀ ଦେଇଛନ୍ତି। ଏବେ ପାକିସ୍ତାନ ସହ ଭାରତ ଯାହା ବି କଥାବାର୍ତ୍ତା କରିବ ତାହା କେବଳ ପାକ୍‌ ଅଧିକୃତ କଶ୍ମୀର (ପିଓକେ)କୁ ନେଇ ହେବ ବୋଲି ରାଜନାଥ କହିଛନ୍ତି। ହରିୟାଣାରେ ଏକ ଜନସଭାକୁ ଉଦ୍‌ବୋଧନ ଦେଇ ରାଜନାଥ କହିଛନ୍ତି, … Continue reading ପାକିସ୍ତାନକୁ ରାଜନାଥଙ୍କ ଚେତାବନୀ, ଏଣିକି ପିଓକେ ପାଇଁ କଥାବାର୍ତ୍ତା